ସରକାର ଓ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡ ତଦନ୍ତକୁ ଗୁରୁତ୍ୱର ସହ ନେବାକୁ ଚାହୁଁ ନାହାନ୍ତି : ବିଜୟ ମହାପାତ୍ର

ଭୁବନେଶ୍ୱର: ‘‘ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ୪୦ ଦିନ ହୋଇସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ ହୋଇସାରିଥିଲେ ବି କ୍ରାଇମବ୍ରାଞ୍ଚ ପାଖରେ ଏହାର କାରଣ ସଂପର୍କରେ କୌଣସି ସୁରାକ ନାହିଁ। ତେଣୁ ଏତେ ବଡ଼ ହତ୍ୟାକାଣ୍ଡର ଏ ପ୍ରକାର ତଦନ୍ତ ଏହା ପ୍ରମାଣିତ କରୁଛି ଯେ ସରକାର ଓ କ୍ରାଇମବ୍ରାଞ୍ଚ ଏହାକୁ ଗୁରୁତ୍ୱର ସହ ନେବାକୁ ଚାହାନ୍ତି ନାହିଁ। ହତ୍ୟା ଓ ମାମଲାକୁ ଚପେଇ ଦେବା ପାଇଁ ଷଡଯନ୍ତ୍ର … Continue reading ସରକାର ଓ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡ ତଦନ୍ତକୁ ଗୁରୁତ୍ୱର ସହ ନେବାକୁ ଚାହୁଁ ନାହାନ୍ତି : ବିଜୟ ମହାପାତ୍ର